ଅନ୍ତର୍ଜାତୀୟ

ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି

ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି।

ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏକ ଅପ୍ରତ୍ୟାଶିତ ଅସ୍ତ୍ରୋପଚାରରେ, ଦାତାଙ୍କର ବା ଡୋନରଙ୍କର ମୁହଁର ଏକ ଅଂଶ ଏବଂ ସମଗ୍ର ବାମ ଆଖିକୁ କାଢି ଦିଆଗଲା ଏବଂ ପ୍ରାପ୍ତକର୍ତ୍ତା ବା ଯାହାଙ୍କ ପାଖରେ ପ୍ରତିରୋପଣ କରାଗଲା ତାଙ୍କୁ ଲଗାଇଦିଆଗଲା।

Related Articles

Back to top button
WP Twitter Auto Publish Powered By : XYZScripts.com