ଜାତୀୟରାଜନୀତି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାରା ଦେଶରେ ରାଜନୈତିକ ତାତି ଜାରି ରହିଛି

ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାରା ଦେଶରେ ରାଜନୈତିକ ତାତି ଜାରି ରହିଛି | ଭାରତୀୟ ଜନତା ପାର୍ଟି କେରଳର ତିରୁବନନ୍ତପୁରମରୁ ଲୋକସଭା ପ୍ରାର୍ଥୀ ଭାବେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଛି |

ତେବେ ରାଜୀବ ଆଜି କଂଗ୍ରେସ ପ୍ରାର୍ଥୀ ଶଶି ଥରୁରଙ୍କୁ ମାନହାନି ନୋଟିସ ପଠାଇଛନ୍ତି। ରାଜୀବ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି ଯେ ଶଶି ତାଙ୍କ ନାମରେ ମିଥ୍ୟା ତଥା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ଯାହାକି ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି |

Related Articles

Back to top button
WP Twitter Auto Publish Powered By : XYZScripts.com