ଜାତୀୟ

ଜାତୀୟ ତଦନ୍ତକାରୀ ଏଜେନ୍ସି ଝାଡ଼ଖଣ୍ଡ ଓ ଆସାମରେ ଚଢ଼ଉ କରି ମାଓବାଦୀ ସଂଗଠନ ‘ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ ର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ସଦସ୍ୟଙ୍କୁ ଗିରଫ କରିଛି

ଜାତୀୟ ତଦନ୍ତକାରୀ ଏଜେନ୍ସି ଝାଡ଼ଖଣ୍ଡ ଓ ଆସାମରେ ଚଢ଼ଉ କରି ମାଓବାଦୀ ସଂଗଠନ ‘ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ ର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ସଦସ୍ୟଙ୍କୁ ଗିରଫ କରିଛି।

ଗୁରୁବାର ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି। ଏନ୍ଆଇଏ ସ୍ଥାନୀୟ ପୁଲିସ ସହାୟତାରେ ବୁଧବାର ଝାଡ଼ଖଣ୍ଡ ଓ ଆସାମର ଦୁଇଟି ଲେଖାଏଁ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ବିନୋଦ ମୁଣ୍ଡା ଓରଫ ସୁଖୱାଙ୍କୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରୁ ଗିରଫ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com