ଜାତୀୟ

ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ବଡ଼ ସଫଳତା

ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ବଡ଼ ସଫଳତା । କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ସୋସିଆଲ ମିଡ଼ିଆ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ ।

ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ।

Related Articles

Back to top button
WP Twitter Auto Publish Powered By : XYZScripts.com