ଜାତୀୟ
ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି
![](https://i0.wp.com/odia.mobilenews24x7.com/wp-content/uploads/2024/04/images-2-15.jpeg?resize=259%2C194&ssl=1)
ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍ ଶ୍ରେଣୀରୁ ହଟାଇ ଦେଇଛି।
ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ ଦ୍ୱାରା ହେଲଦି ଡ୍ରିଙ୍କ୍ସ ଉପରେ ପରୀକ୍ଷା କରାଯାଇ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। NCPCR ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲଦି ଡ୍ରିଙ୍କ୍ସରେ କୌଣସି ପୋଷକ ତତ୍ତ୍ୱ ନାହିଁ।