ଅନ୍ତର୍ଜାତୀୟ

ଆମେରିକାର ମହାକାଶ ସଂସ୍ଥାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି

ଆମେରିକାର ମହାକାଶ ସଂସ୍ଥାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି । ବୈଜ୍ଞାନିକମାନେ ଚନ୍ଦ୍ରରେ ଏକ ରହସ୍ୟମୟୀ ଯାନକୁ ଦେଖିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ବସ୍ତୁକୁ କ୍ୟାମେରାରେ ରେକର୍ଡ କରାଯାଇଛି ।

ଉକ୍ତ ଯାନଟି ଚନ୍ଦ୍ରରେ କ’ଣ ପାଇଁ ଉଡ଼ୁଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାସାର ଲୁନାର ରେକନାଇସାନ୍ସ ଅର୍ବିଟର ଚନ୍ଦ୍ରରେ ଏହି ଫଟୋ ଉତ୍ତୋଳନ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com