ଜାତୀୟ

ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗୀ ବାସୁଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର

ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗୀ ବାସୁଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସଦଗୁରୁ ଦିଲ୍ଲୀ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗତ ୪ ସପ୍ତାହ ପୂର୍ବରୁ ସେ ଗମ୍ଭୀର ମୁଣ୍ଡବ୍ୟଥାରେ ପୀଡ଼ିତ ହୋଇଥିଲେ । ଭୟଙ୍କର ଯନ୍ତ୍ରଣା ହେଉଥିଲେ ବି ସେ ନିଜର ଦୈନିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟ ଜାରି ରଖିଥିଲେ । ଏଥିସହିତ ଗତ ୮ ତାରିଖରେ ସେ ମହାଶିବରାତ୍ରି ସମାରୋହର ଆୟୋଜନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com