ଅନ୍ତର୍ଜାତୀୟ

ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା

ପାକିସ୍ତାନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଯୁବକ ଉଲଗ୍ନ କରି ବର୍ବରୋଚିତ ଭାବେ ପିଟୁଥିବାର ଖବର ସାମ୍ନାକୁ ଆସିଛି ।

ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପାକିସ୍ତାନରେ ଶିଖ ସମାଜ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯିବା ସହିତ ଲୋକମାନେ ରାସ୍ତା ଉପରେ ବିରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com