ଅନ୍ତର୍ଜାତୀୟ

ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି

ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି।

ସମଗ୍ର ଅଞ୍ଚଳ ଯୁଦ୍ଧର ପଥରେ ଠିଆ ହୋଇଛି। ମିଡିଆ ରିପୋର୍ଟରେ ଇରାନର ଶକ୍ତି ଏବଂ ଆଣବିକ କାରଖାନାକୁ ଟାର୍ଗେଟ କରାଯାଉଥିବା ଦାବି କରାଯାଉଛି। ତେବେ ଇରାନ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ତେହେରାନ ଏବଂ ଶିରାଜ ଯାଉଥିବା ବିମାନ ଚଳାଚଳ ସ୍ଥଗିତ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com