ଓଡ଼ିଶା
ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର
ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର । ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଏଯାଏ ୧୭ ଆସନରେ ପ୍ରାର୍ଥୀ ଦେଇଛି ।
ଫଳରେ ୧୭ ଲୋକସଭା ଆସନରେ ତ୍ରିମୁଖି ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି ।