ରାଜନୀତି

ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି

ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ ବଦଳରେ ସଞ୍ଜୟ ଟଣ୍ଡନଙ୍କୁ ଟିକେଟ ଦେଇଛି।

ତେବେ ଦଳ ତାଙ୍କ ଟିକେଟ କାଟି ନ ଥିବା ଏକ ସାକ୍ଷାତ୍‌କାରରେ କିରନ ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ନିଜଆଡୁ ନିର୍ବାଚନ ଲଢ଼ିବାକୁ ଭାଜପା ଶୀର୍ଷ ନେତୃତ୍ୱକୁ ମନା କରିଥିବା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com