ଓଡ଼ିଶାରାଜନୀତି

ପୁଣି ଓଡ଼ିଶାରେ ଘନଘନ ପ୍ରଚାର ଲାଗି ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା

ପୁଣି ଓଡ଼ିଶାରେ ଘନଘନ ପ୍ରଚାର ଲାଗି ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା। ୧୭ ତାରିଖରେ ରାଉରକେଲା ଗସ୍ତରେ ଆସୁଛନ୍ତି ଅମିତ ଶାହ ଓ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ।

ରାଜଧାନୀ ଭୁବନେଶ୍ବର, କଟକ ଓ ପିପିଲିରେ ନିର୍ବାଚନ ପ୍ରଚାର କରିବେ ଡ୍ରିମ ଗର୍ଲ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓ ୧୬ ତାରିଖରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ।

Related Articles

Back to top button
WP Twitter Auto Publish Powered By : XYZScripts.com