ଓଡ଼ିଶା

ପୁଣିଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ

ପୁଣିଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । ଲିଙ୍ଗରାଜ ମନ୍ଦିର ଉନ୍ନୟନ ପାଇଁ ଉଦିଷ୍ଟ ଆଇନକୁ ସାଂସଦ ବିରୋଧ କରୁଥିବା ଅଭିଯୋଗ କରି ସେବାୟତମାନେ ପ୍ରତିବାଦ କରିଛନ୍ତି।

ସେବାୟତଙ୍କ ପ୍ରଶ୍ନରେ ଘାଇଲା ହୋଇଥିଲେ ସାଂସଦ । ତେବେ ସାଂସଦଙ୍କ ସହଯୋଗୀମାନେ ସେବାୟତଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଶିବରାତ୍ରୀ ବେଳେ ସାଂସଦଙ୍କ ଦେଖା ମିଳିନଥିବାବେଳେ ଏବେ କାହିଁକି ଆସୁଛ ବୋଲି ପ୍ରଶ୍ନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com