ଓଡ଼ିଶା

୧୬ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ

୧୬ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ। ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ନେଇ ଭୁବନେଶ୍ୱର ମହାନିଗମ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ପ୍ରଦର୍ଶନ କଲେ ଯାତ୍ରା ବନ୍ଦ ହେବ ବୋଲି ବିଏମସି ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ବିଏମସି ମୁତାବକ, ଯାତ୍ରା ପରିବେଷଣରେ ସମ୍ପୂର୍ଣ୍ଣ ଭାବେ ସଂଯମତା ଅବଲମ୍ବନ କରିବାକୁ ପଡ଼ିବ । ଯଦି ଅଶ୍ଲୀଳ ପ୍ରଦର୍ଶନ କରାଯାଏ, ତେବେ ଅଧାରୁ ଯାତ୍ରାକୁ ବନ୍ଦ କରିଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com