ଓଡ଼ିଶା

ମିଶନ ଶକ୍ତି ଦେଇଛି ମହିଳାଙ୍କୁ ନୂତନ ପରିଚୟ

ମିଶନ ଶକ୍ତି ଦେଇଛି ମହିଳାଙ୍କୁ ନୂତନ ପରିଚୟ। ହାଣ୍ଡିଶାଳରୁ ଏବେ ମହିଳା ମାନେ ଯିବେ ବିଦେଶ । ସେଠାରେ ନିଜ ଦକ୍ଷତା, ଜ୍ଞାନ କୌଶଳକୁ ଅତ୍ୟାଧୁନିକ କରିବା ପରେ ଓଡିଶା ଆସି ନିଜର କରିବେ ବ୍ୟବହାର ।

ଏସଏଚଜି ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଦୁବାଇ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଝାରସୁଗୁଡ଼ାରୁ ଦୁବାଇକୁ ଯିବା ପାଇଁ ମନୋନୀତ ହୋଇଛନ୍ତି କୋଲାବିରାର ବିନୋଦିନି ପଟେଲ।

ଦୁବାଇ ଯାଇ ସେଠାରେ ଏସଏଚଜି ମହିଳା ମାନେ ଉତ୍ପାଦନ କରୁଥିବା ଉତ୍ପାଦିତ ଦ୍ରବ୍ୟର ବାବଦରେ ବୁଝାଇବା ସହ ପ୍ରସାର ପ୍ରଚାର କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com