ଜାତୀୟ

ବିହାରର ପ୍ରସିଦ୍ଧ ଜଣାଶୁଣା ୟୁଟ୍ୟୁବର ମନୀଷ କାଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦୋଇଛନ୍ତି

ବିହାରର ପ୍ରସିଦ୍ଧ ଜଣାଶୁଣା ୟୁଟ୍ୟୁବର ମନୀଷ କାଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦୋଇଛନ୍ତି। ସେ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟି ବିଜେପିର ମିଶ୍ରଣର ମହା ପର୍ବରେ ସାମିଲ ହୋଇଛନ୍ତି ।

ମନୀଷ କହିଛନ୍ତି ଯେ, ମୋର ଯେଉଁ ଭାବ ବା ଆଦର୍ଶ ରହିଛି ତାହା ଡାଇରେକ୍ଟ ବିଜେପି ସହ ଖାପ ଖାଉଛି । ତେଣୁ ମୁଁ ବିଜେପିରେ ଯୋଗ ଦାନଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com