ଜାତୀୟ

ବାରଣାସୀର ଜ୍ଞାନବ୍ୟାପୀ ମାମଲାକୁ ନେଇ ଐତିହାସିକ ରାୟ ଦେବାକୁ ଥିବା ସିଭିଲ ଜଜ ରବି ଦିବାକରଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି

ବାରଣାସୀର ଜ୍ଞାନବ୍ୟାପୀ ମାମଲାକୁ ନେଇ ଐତିହାସିକ ରାୟ ଦେବାକୁ ଥିବା ସିଭିଲ ଜଜ ରବି ଦିବାକରଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି । ଜଜ ରବି ଦିବାକରଙ୍କ ଅଭିଯୋଗ ରହିଛି ଯେ, ତାଙ୍କୁ ଇଣ୍ଟରନାସନାଲ ନମ୍ବରରୁ ଜୀବନରୁ ମାରିଦେବା ଧମକ ମିଳୁଛି ।

ଏହି ବିଷୟରେ ଜଜ ପୋଲିସକୁ ମଧ୍ୟ ସୂଚନା ଦେଇଛନ୍ତି ଏବଂ ଏହି ଧମକ ଗୁଡ଼ିକୁ ତଦନ୍ତ କରିବା ଲାଗି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com