Breaking NewsFeaturedଜାତୀୟ

ମହାମାରୀ କରୋନାର ନୂଆ ସବ ଭାରିଏଣ୍ଟ ଏବେ ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛି

ମହାମାରୀ କରୋନାର ନୂଆ ସବ ଭାରିଏଣ୍ଟ ଏବେ ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛି। କାରଣ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା JN 1 ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି।

ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି ଭାରିଏଣ୍ଟରେ ମୋଟ ୨୧ ଜଣ ଏଯାଏ ଆକ୍ରାନ୍ତ ହେଲେଣି। ଲ୍ୟାବ ଟେଷ୍ଟରୁ ସମସ୍ତେ ଜେଏନ ୧ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com