Featuredଅନ୍ତର୍ଜାତୀୟ

ଦିନକୁ ଦିନ ସୋସିଆଲ ମିଡିଆର କ୍ରେଜ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଜୀବନଶୈଳୀକୁ ଏହା ପ୍ରଭାବିତ କରୁଛି

ଦିନକୁ ଦିନ ସୋସିଆଲ ମିଡିଆର କ୍ରେଜ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଜୀବନଶୈଳୀକୁ ଏହା ପ୍ରଭାବିତ କରୁଛି । IIM Rohtak ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ ଯେ ସୋସିଆଲ ମିଡିଆରେ ପୁରୁଷଙ୍କ ହାରାହାରି ସ୍କ୍ରିନ୍ ଟାଇମ୍ ୬ ଘଣ୍ଟା ୪୫ ମିନିଟ ।

ସେହିପରି ମହିଳାଙ୍କ ହାରାହାରି ସ୍କ୍ରିନ୍ ଟାଇମ୍ ୭ ଘଣ୍ଟା ୫ ମିନିଟ । ଅପରପକ୍ଷରେ ପ୍ରାୟ ୬୦.୬୬ ପ୍ରତିଶତ ଯୁବବର୍ଗ ସୋସିଆଲ ମିଡିଆରେ ସମୟ ବିତାଇଥାନ୍ତି । World of Statistics ରିପୋର୍ଟ ଅନୁଯାୟୀ ଫିଲିପାଇନ୍ସ ଦେଶର ଲୋକମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com