ଓଡ଼ିଶା

ଆସନ୍ତା ୨୧ ଏବଂ ୨୨ ତାରିଖରେ ଓଡିଶାରେ କାଳବୈଶାଖୀର ପ୍ରଭାବ ହେତୁ ଆସନ୍ତା ୨୧ ରୁ ୨୪ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ସାମାନ୍ୟ ହ୍ରାସ ପାଇବ

ଆସନ୍ତା ୨୧ ଏବଂ ୨୨ ତାରିଖରେ ଓଡିଶାରେ କାଳବୈଶାଖୀର ପ୍ରଭାବ ହେତୁ ଆସନ୍ତା ୨୧ ରୁ ୨୪ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ସାମାନ୍ୟ ହ୍ରାସ ପାଇବ ।

ଏହି ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀ ସାମାନ୍ୟ ନିସ୍ତାର ପାଇବେ । ଗତ ସପ୍ତାହରେ ରାଜ୍ୟରେ ଭୀଷଣ ଗରମ ଯୋଗୁଁ ସମସ୍ତ ଜନ ଜୀବନ ଏକ ପ୍ରକାରର ଅସ୍ତବ୍ୟସ୍ତ ହୋଇଯାଇଥିଲା । ବର୍ତ୍ତମାନ ସାମାନ୍ୟ କାଳବୈଶାଖୀ ପ୍ରଭାବ ଏହି ଗରମକୁ ଏକପ୍ରକାର ରୋକ୍ ଲଗାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com