ଜାତୀୟ

କମ୍ପାନୀମାନଙ୍କ ପକ୍ଷରୁ ମାଗଣାରେ ବିୟର, ଟ୍ୟାକ୍ସି ଓ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦିଆଯାଉଛି

ବିଜନେସ ଟୁଡେର ଏକ ରିପୋର୍ଟ ମୁତାବକ, ବେଙ୍ଗାଲୁରୁର ୧ କୋଟି ଭୋଟରଙ୍କୁ ଭୋଟିଂ ପାଇଁ ପ୍ରୋତ୍ସାହିତ କରିବା ପାଇଁ ହୋଟେଲ, ଟ୍ୟାକ୍ସି କମ୍ପାନୀ ଓ ଫୁଡ ଆଉଟଲେଟସ୍ ପକ୍ଷରୁ ଏପରି କିଛି ବଡ଼ ଘୋଷଣା କରାଯାଇଛି ।

କମ୍ପାନୀମାନଙ୍କ ପକ୍ଷରୁ ମାଗଣାରେ ବିୟର, ଟ୍ୟାକ୍ସି ଓ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦିଆଯାଉଛି । ଏହି ଅଫରର ଫାଇଦା ଉଠାଇବା ପାଇଁ ମତଦାତାଙ୍କୁ କେବଳ ନିଜର ସ୍ୟାହି ଲାଗିଥିବା ଆଙ୍ଗୁଠି ଦେଖାଇବାକୁ ପଡ଼ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com