ଓଡ଼ିଶା

ଛତିଗଡ଼ରେ ହୋଇଥିବା ମାଓ ଅପରେସନ ପରେ ଏବେ ରାଜ୍ୟସାରା ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି

ଛତିଗଡ଼ରେ ହୋଇଥିବା ମାଓ ଅପରେସନ ପରେ ଏବେ ରାଜ୍ୟସାରା ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶା ଛତିଶଗଡ଼ ସୀମାକୁ ସିଲ କରାଯାଇଛି।

ସୀମାକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ମଧ୍ୟ ସିଲ କରାଯାଇଛି। ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ନଜର ରଖାଯାଇଛି। ଏହାକୁ ଲକ୍ଷ୍ୟ ରଖି ଓଡ଼ିଶା ସହ ଛତିଶଗଡ ପୋଲିସ ମଧ୍ୟ‌‌ରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଚାଲିଛି।

Related Articles

Back to top button