ଓଡ଼ିଶାସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ସେବାର ପ୍ରମୁଖ ଭୂମିକା ରହିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି

ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ସେବାର ପ୍ରମୁଖ ଭୂମିକା ରହିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ଆୟୁଷ ଚିକିତ୍ସାରେ ପରିବର୍ତ୍ତନ ଘଟିବ ।

ହୋମିଓପାଥି ଓ ଆୟୁବେଦ ସହିତ ଏବେ ଯୋଗକୁ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱ ଦିଆଯିବ । ସେଥିପାଇଁ ରାଜ୍ୟ ସରକାର ଚିକିତ୍ସା ସେବା ଓ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟର ସବୁ ଜିଲ୍ଲାରେ ହୋମିଓପାଥିକ ମେଡିକାଲ ଅଧିକାର କାର୍ଯ୍ୟ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com