ଅନ୍ତର୍ଜାତୀୟ

ଇସ୍ରାଏଲ ଇରାନ ଉପରେ ବଦ୍‌ଲା ନେଇଛି

ଇସ୍ରାଏଲ ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି।

ଇରାନର ସରକାରୀ ନ୍ୟୁଜ୍‌ ଏଜେନ୍ସି ମୁତାବକ,ଇରାନର ଇସାଫହାନ ସହରର ଏୟାରପୋର୍ଟ ଉପରେ ମିଶାଇଲ୍‌ ମାଡର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ଆଖପାଖ ଅଞ୍ଚଳକୁ ଶୁଭିଥିଲା।

Related Articles

Back to top button