ଅନ୍ତର୍ଜାତୀୟ

ଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ

ଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି ।

ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ । ଦୁବାଇରେ ପ୍ରବଳ ବର୍ଷା ଯୋଗୁଁ ବିମାନ ବନ୍ଦରରେ ପ୍ରବଳ ପାଣି ଜମିଛି ।ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସମୟରେ ସେଠାକୁ ଗଲେ ଅସୁବିଧାରେ ପଡିପାରନ୍ତି ଭାରତୀୟ ।

Related Articles

Back to top button
WP Twitter Auto Publish Powered By : XYZScripts.com