ଅନ୍ତର୍ଜାତୀୟଜାତୀୟ

୧୫ ବର୍ଷ ବୟସରେ ଅବସର ନେବେ କଣ୍ଢେଇ ବିକି କୋଟି କୋଟି ଟଙ୍କା ଆୟ କରୁଥିବା ୧୦ ବର୍ଷୀୟ ବାଳିକା ପିକ୍ସି କର୍ଟିସ୍‌

ନୂଆଦିଲ୍ଲୀ() କଣ୍ଢେଇ ବିକ୍ରୟ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ୧୦ ବର୍ଷୀୟ ବାଳିକା ପିକ୍ସି କର୍ଟିସ୍‌ ଆସନ୍ତା ୫ ବର୍ଷରେ ଅର୍ଥାତ୍ ୧୫ ବର୍ଷ ବୟସରେ ଅବସର ଗ୍ରହଣ କରିପାରନ୍ତି। ମାଆଙ୍କ ସହାୟତାରେ କର୍ଟିସ୍‌ ମାର୍ଚ ୨୦୨୧ରେ ‘ପିକ୍ସିଜ୍‌ ଫିଜେଟ୍‌ସ୍‌’ ନାମରେ ଖେଳନା କମ୍ପାନିଟିଏ ସ୍ଥାପନ କରିଥିଲେ।

ସିଡ୍‌ନିର ଭଉକ୍ଲୁଜ୍‌ବାସିନୀ କଟିସ୍‌ ‘ପିକ୍ସିଜ୍‌ ବାଓଜ୍‌’ ନାମରେ କେଶସଜା ସାମଗ୍ରୀ ବ୍ୟବସାୟ ମଧ୍ୟ କରୁଛନ୍ତି। ୨୦୧୪ରେ ପିକ୍ସିଙ୍କୁ ମାତ୍ର ୨ ବର୍ଷ ହୋଇଥିବା ବେଳେ ତାଙ୍କ ମାଆ ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com