ଓଡ଼ିଶା

କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ

କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ। ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା କହିଛନ୍ତି DFO ଧନରାଜ ଏଚଡି। ଏସବୁ ମନୁଷ୍ୟକୃତ ବୋଲି ସେ କହିଛନ୍ତି।

ଜିଲ୍ଲାର ଚମ୍ପୁଆରେ ୮୦ ଟି, କେନ୍ଦୁଝର ସଦରରେ ୫୫ ଟି ଓ ବଂଶପାଳ ରେଞ୍ଜରେ ୭୦ଟି ପଏଣ୍ଟରେ ନିଆଁ ଲାଗିଛି। ସେଥିମଧ୍ୟରୁ ସିଧମଠ, କାକୁଡିଆମ୍ବା, କାଞ୍ଜିପାଣି, ଚମକପୁର, ଠାକୁରାଣୀ ଓ କଳାପାଟ ଅଞ୍ଚଳରେ ଏହି ନିଆଁ ଲାଗିଛି

Related Articles

Back to top button
WP Twitter Auto Publish Powered By : XYZScripts.com