ଜାତୀୟ

ମହାରାଷ୍ଟ୍ରରେ କଷ୍ଟମ୍‌ ବିଭାଗକୁ ମିଳିଲା ବଡ଼ ସଫଳତା

ମହାରାଷ୍ଟ୍ରରେ କଷ୍ଟମ୍‌ ବିଭାଗକୁ ମିଳିଲା ବଡ଼ ସଫଳତା । ମୁମ୍ବାଇ କଷ୍ଟମ୍‌ ଟିମ୍‌ ମୁମ୍ବାଇ ବିମାନ ବନ୍ଦରରୁ ୪.୪୪ କୋଟି ଟଙ୍କା ମୂଲ୍ୟର ସୁନା ଏବଂ ୨.୨ କୋଟି ଟଙ୍କା ମୂଲ୍ୟର ହୀରା ଜବତ କରିଛି ।

୧୩ ଟି ଭିନ୍ନ ଭିନ୍ନ ମାମଲାରେ ମୋଟ ୬.୪୬ କୋଟି ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ଜବତ କରିଛି କଷ୍ଟମ୍‌ ବିଭାଗ । ଯାତ୍ରୀ ଜଣକ ତାଙ୍କ ଅନ୍ତବସ୍ତ୍ରରେ ସୁନା ଲୁଚାଇ ଆଣୁଥିବାବେଳେ କଷ୍ଟମ୍‌ ବିଭାଗ ଜବତ କରିଛି । ସେହିପରି ଆଉ ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇ ଆଣୁଥିବାବେଳେ ଧରାପଡ଼ିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com