ଜାତୀୟ

ରିଲ୍‌ ଲାଇଫରେ ‘ମହାଭାରତ’ କୃଷ୍ଣ ହୋଇ ହୃଦୟ ଜିଣିଥିବା ନିତୀଶ ଭରଦ୍ୱାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ମାନସିକ ଚାପରେ ଅଛନ୍ତି

ରିଲ୍‌ ଲାଇଫରେ ‘ମହାଭାରତ’ କୃଷ୍ଣ ହୋଇ ହୃଦୟ ଜିଣିଥିବା ନିତୀଶ ଭରଦ୍ୱାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ମାନସିକ ଚାପରେ ଅଛନ୍ତି। ବିଆର ଚୋପ୍ରାଙ୍କ ମେଗା ଲୋକପ୍ରିୟ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ସେ ଅଭିନୟ କରିଛନ୍ତି।

ରିପବ୍ଲିକ ଭାରତର ରିପୋର୍ଟ ଅନୁସାରେ ଅଭିନେତା ନିତୀଶ ତାଙ୍କ ଆଇଏଏସ ସ୍ତ୍ରୀ ସ୍ମିତା ଗେଟ୍‌ଙ୍କ ବିରୋଧରେ ଭୋପାଲ ଥାନାରେ ଅଭିଯୋଗ ରୁଜୁ କରିଛନ୍ତି। ତାଙ୍କୁ ସେ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com