ଓଡ଼ିଶା

ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବର୍ତ୍ତମାନ ସମୟରେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି

ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବର୍ତ୍ତମାନ ସମୟରେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ତେଣୁ ଏପରି ସ୍ଥିତିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗନ ଅଧିନରେ ଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୨ଟି କାର୍ଯ୍ୟ ଦିବସ ପାଇଁ ମଧ୍ୟାହ୍ନଭୋଜନ ବଦଳରେ ଚାଉଳ ଓ ରନ୍ଧାଖାଦ୍ୟ ଖର୍ଚ୍ଚ ପ୍ରଦାନ କରାଯିବ । ବିଭାଗ ଅଧିନସ୍ଥ ପିଏମ୍ ପୋଷଣ ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com