ଓଡ଼ିଶା

୩ ବର୍ଷ ପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ

ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏଣିକି ପ୍ରତିବର୍ଷ ରାଜ୍ୟର ୧ ଲକ୍ଷ ଯୁବକ ଯୁବତୀଙ୍କୁ ଯୁଗୋପଯୋଗୀ ଅତ୍ୟାଧୁନିକ ଦକ୍ଷତା ତାଲିମ୍ ଦିଅଯିବ ।

ଏଥିପାଇଁ ୩ ବର୍ଷ ପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟର ଯୁବକ ଯୁବତୀଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପିଲାଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com