ଓଡ଼ିଶା

ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ

ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ । ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅନୁଭବ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ଏହାସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ମୋଦୀଙ୍କ ନେତୃତ୍ୱରେ ଓଡିଶାରେ ସରକାର ଗଢିବ ବିଜେପି। ବିଜେପିରେ ଯୋଗଦେବା ପରେ ନବୀନଙ୍କ ଆଶୀର୍ବାଦ କଥା କାହିଁକି ଲେଖିଲେ ଅନୁଭବ, ଏହାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com