ଜାତୀୟ

ଭିଭିପାଟ୍‌ ସହିତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ମାଧ୍ୟମରେ ଦିଆଯାଇଥିବା ଭୋଟ୍‌ର ପୁନଃ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷଣ ଦେଇଛନ୍ତି

ଭିଭିପାଟ୍‌ ସହିତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ମାଧ୍ୟମରେ ଦିଆଯାଇଥିବା ଭୋଟ୍‌ର ପୁନଃ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷଣ ଦେଇଛନ୍ତି।

ଏହା ସହିତ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ସନ୍ଦେହ ଆଧାରରେ କୌଣସି ନିଷ୍ପତ୍ତି ଦିଆଯାଇପାରିବ ନାହିଁ। ଇଭିଏମ୍‌ର କାର୍ଯ୍ୟର କେତେକ ଦିଗ ଉପରେ ନିର୍ବାଚନ ଆୟୋଗଙ୍କଠାରୁ ସ୍ପଷ୍ଟୀକରଣ ପାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com