ଜାତୀୟ

ମହାରାଷ୍ଟ୍ରର ଯବତମାଲରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ ହୋଇ ପଡିଯାଇଥିଲେ

ମହାରାଷ୍ଟ୍ରର ଯବତମାଲରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଭାଷଣ ଦେବା ସମୟରେ ମଞ୍ଚ ଉପରେ ବେହୋସ ହୋଇ ପଡିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକମାନେ ତତ୍କାଳ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ ।

ଗଡକରୀ ଯବତମାଲ ପୁସଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ସେ ମଞ୍ଚରେ ଭାଷଣ ଦେଉଥିବା ସମୟରେ ଅଚାନକ ବେହୋସ ହୋଇ ପଡି ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com