ଜାତୀୟ

ରାମ ମନ୍ଦିର ଆସନ୍ତା ଜାନୁୟାରୀ ୨୨ ତାରିଖ ୨୦୨୪ରେ ପ୍ରତିଷ୍ଠା ହେବାକୁ ଯାଉଛି

ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ଜାନୁୟାରୀ ୨୨ ତାରିଖ ୨୦୨୪ରେ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ନିର୍ମାଣ କରାଯାଇଛି ।

ଯାହାକି ଏବେ ସାରା ଦେଶରେ ଭ୍ରମଣ କରାଯାଉଛି । ଜାନୁୟାରୀ ୧୯ ତାରିଖରେ ଏହା ଅଯୋଧ୍ୟାରେ ପହଞ୍ଚିବ। ତେବେ ଏହି ମୂଲବାନ ପାଦୁକାଟି ହାଇଦ୍ରାବାଦର ଶ୍ରୀଚାଲା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com