ଅନ୍ତର୍ଜାତୀୟ

ଲସ୍କର-ଏ-ଇସଲାମର ନେତା ହାଜୀ ଅକବର ଅଫରିଦୀକୁ କିଛି ଅଜ୍ଞାତ ବନ୍ଧୁକାରୀ ଗୁଳିକରି ହତ୍ୟା କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି

ଲସ୍କର-ଏ-ଇସଲାମର ନେତା ହାଜୀ ଅକବର ଅଫରିଦୀକୁ କିଛି ଅଜ୍ଞାତ ବନ୍ଧୁକାରୀ ଗୁଳିକରି ହତ୍ୟା କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଖାଇବର ଜିଲ୍ଲାର ବାରା ଅଞ୍ଚଳରେ ହାଜୀକୁ ଗୁଳିମାଡ଼ କରାଯାଇଥିବା କିଛି ସୋସିଆଲ ମିଡ଼ିଆରେ ରିପୋର୍ଟରେ କୁହାଯାଇଛି ।

ପୂର୍ବରୁ ଭାରତର ଏକାଧିକ ଶତ୍ରୁଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ହାଜୀର ନାମ ସେହି ଲିଷ୍ଟରେ ଯୋଡ଼ି ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com