ଓଡ଼ିଶା

ମେ’ ୩ ତାରିଖରୁ ୯ ତାରିଖ ମଧ୍ୟରେ ଗ୍ରୀଷ୍ମପ୍ରବାହ ଏହିଭଳି ସ୍ଥିତିରେ ଜାରି ରହିବ

ମେ’ ୩ ତାରିଖରୁ ୯ ତାରିଖ ମଧ୍ୟରେ ଗ୍ରୀଷ୍ମପ୍ରବାହ ଏହିଭଳି ସ୍ଥିତିରେ ଜାରି ରହିବ। ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ରା ଲୋକଙ୍କୁ କଲବଲ କରିବ ।

ଏହାସହିତ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାତିର ପରିମାଣ ଜାରି ରହିବ ବୋଲି ଅନୁମାନ କରାଯାଉଛି । ତେବେ ଏହାମଧ୍ୟରେ କିଛିଟା ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀରୁ ୪୪ ଡିଗ୍ରୀରେ ମଧ୍ୟ ପହଞ୍ଚିପାରେ । ତେବେ ମେ’ ଦ୍ୱିତୀୟ ସପ୍ତାହ ପରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com