ମନୋରଞ୍ଜନ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି

ଆସିଛି ଏକ ବଡ଼ ଖବର । ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି ।

ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com