ଅନ୍ୟାନ୍ୟ

ଏବେ ପର୍ଯ୍ୟଟନ ଋତୁ ଚାଲିଛି

ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସୁଛନ୍ତି। ରବିବାର ଛୁଟିଦିନ ଥିବାରୁ ଭିତରକନିକାର ବିଭବକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।

ଗୋଟିଏ ଦିନରେ ୧୬୧ଟି ବୋଟରେ ୧୯୩୪ଜଣ ପର୍ଯ୍ୟଟକ ନୌବିହାର କରିଥିବାବେଳେ ମୋଟ ୨୫୧୯ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com