ଅନ୍ତର୍ଜାତୀୟ
୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ ଏବଂ ଡିଜିଟାଲ ଅର୍ଥନୀତିର ଆକାର ୮,୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ
୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ ଏବଂ ଡିଜିଟାଲ ଅର୍ଥନୀତିର ଆକାର ୮,୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ।
ଏଥି ସହିତ ଚଳିତ ବର୍ଷ ଭାରତର ଇ-ବାଣିଜ୍ୟ ବଜାର ପ୍ରାୟ ୩,୨୫୦ କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।