ମନୋରଞ୍ଜନ

ନିଖୋଜ ଥିବା ଲୋକପ୍ରିୟ ଟିଭି ସିରିଏଲ୍‌ ଅଭିତେନା ଗୁରୁଚରଣ ସିଂହଙ୍କ ପତ୍ତା ଲଗାଇଛି ପୁଲିସ

ନିଖୋଜ ଥିବା ଲୋକପ୍ରିୟ ଟିଭି ସିରିଏଲ୍‌ ଅଭିତେନା ଗୁରୁଚରଣ ସିଂହଙ୍କ ପତ୍ତା ଲଗାଇଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ସେ ଦିଲ୍ଲୀର ଥିବା ପୁଲିସ ଜାଣିବାକୁ ପାଇଛି।

ଏଥିସହ ପୁଲିସ ଆହୁରି କହିଛି ଯେ, ଅଭିନେତା ଗୁରୁଚରଣ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

Related Articles

Back to top button