ରାଜନୀତି

ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ବିଦେଶ ଗସ୍ତ କରିବେ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ବିଦେଶ ଗସ୍ତ କରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ରାହୁଲଙ୍କର ୩ଦିନ ଯାତ୍ରା କରିବାର ଯୋଜନା ରହିଛି।

ସେ ସିଙ୍ଗାପୁର ସମେତ ଇଣ୍ଡୋନେସିଆ, ଭିଏତନାମା ଏବଂ ମାଲେସିଆ ବୁଲିବାକୁ ଯାଉଛନ୍ତି। ତେବେ ୫ରାଜ୍ୟର ନିର୍ବାଚନ ଶେଷ ହୋଇ ଫଳାଫଳ ବାହାରି ସାରିବା ପରେ ସେ ବିଦେଶ ଯିବେ। ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମରେ ମତଦାନ ଶେଷ ହୋଇଛି।

Related Articles

Back to top button