ମନୋରଞ୍ଜନ

ବଲିଉଡ୍‌ର ପାୱାର କପଲ୍‌ମାନଙ୍କ ମଧ୍ୟରୁ କରୀନା କପୁର ଏବଂ ସୈଫ୍‌ ଅଲି ଖାନ ଅନ୍ୟତମ

ବଲିଉଡ୍‌ର ପାୱାର କପଲ୍‌ମାନଙ୍କ ମଧ୍ୟରୁ କରୀନା କପୁର ଏବଂ ସୈଫ୍‌ ଅଲି ଖାନ ଅନ୍ୟତମ। ଦୁହେଁ ପରସ୍ପରଙ୍କୁ ପ୍ରେମ କରିବାର କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ।

ଅନେକ ସାକ୍ଷାତକାରରେ ଏହା ପ୍ରାୟତଃ ଦେଖାଯାଇଛି ଯେ ଉଭୟ ତାରକା ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରନ୍ତି। ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Related Articles

Back to top button