ମନୋରଞ୍ଜନ

ନୋଏଡା ଜେଲରେ ବନ୍ଦ ଥିବା ୟୁଟ୍ୟୁବର ଏଲଭିସ ଯାଦବଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି

ନୋଏଡା ଜେଲରେ ବନ୍ଦ ଥିବା ୟୁଟ୍ୟୁବର ଏଲଭିସ ଯାଦବଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେ ମାର୍ଚ୍ଚ ୧୭ ତାରିଖରୁ ଜେଲରେ ଥିଲେ, ତାଙ୍କୁ ୫୦ ହଜାର ଟଙ୍କା ବେଲ ବଣ୍ଡ ଆଧାରରେ ଜାମିନ ଦିଆଯାଇଛି ।

ମାର୍ଚ୍ଚ ୧୭ ତାରିଖରେ ନୋଏଡା ପୋଲିସ ଜେରା ପାଇଁ ଏଲଭିସଙ୍କୁ ଡାକିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ପୋଲିସ ତାଙ୍କୁ ଜେଲରେ ଉପସ୍ଥିତ କରାଇ ୧୪ ଦିନିଆ ରିମାଣ୍ଡରେ ଆଣିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com