ଜାତୀୟ

ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି

ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ମାଧବୀଲତାଙ୍କ ନାମରେ କିଛି ମୁସଲିମ୍ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ମାଲକପେଟ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଭାରତୀୟ ଆଇନର ଧାରା ୧୭୧(ସି), ୧୮୬, ଓ ୫୦୫(୧)(ସି) କ୍ରମରେ ଲୋକପ୍ରତିନିଧିତ୍ୱ ଅଧିନିୟମର ଧାରା ୧୩୨ କ୍ରମରେ ମାମଲା ରୁଜୁ ହୋଇଛି । ମାଧବୀଲତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com