ଜାତୀୟ

ମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି

ମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ପ୍ରାଥମିକ ଚିକିତ୍ସା ପରେ ୩୧ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ମେଡିକାଲରେ ଏବେ ବି ଚିକିତ୍ସାଧିନ ଅଛନ୍ତି ୩୫ ଜଣ ।କେବଳ କ୍ରେନରେ କାଲି ରାତି ତମାମ୍ ଚାଲିଥିଲା NDRFର ରେସ୍କ୍ୟୁ ଅପରେସନ ।

Related Articles

Back to top button
WP Twitter Auto Publish Powered By : XYZScripts.com