ଅନ୍ତର୍ଜାତୀୟ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ ଦ୍ୱାରା ଲିଖିତ ଦେଶପ୍ରେମ ଗୀତ ‘ସାରେ ଜାହାନ ସେ ଆଚ୍ଛା’ଭାବପୂର୍ଣ୍ଣ ଗୀତରେ ହ୍ବାଇଟ ହାଉସ ପ୍ରତିଧ୍ୱନିତ ହୋଇଥିଲା।

ବିଦେଶୀ ଅତିଥିମାନେ କେବଳ ଭାରତୀୟ ସଙ୍ଗୀତକୁ ଉପଭୋଗ କରିନାହାଁନ୍ତି ବରଂ ଭାରତୀୟ ଷ୍ଟ୍ରିଟ ଫୁଡ ଗୁପଚୁପର ମଧ୍ୟ ସ୍ବାଦ ଚାଖିଛନ୍ତି।

Related Articles

Back to top button