ଜାତୀୟ
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବଡ଼ ଲଘୁଚାପ
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବଡ଼ ଲଘୁଚାପ! ମେ ୧୭ରୁ ୨୩ ତାରିଖ ମଧ୍ୟରେ ଗଭୀର ଆବପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରୁଛି ।
ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ମେ ୨୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୨ରେ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବ। ସ୍ବାଭାବିକ ସମୟର ପ୍ରାୟ ୩ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆଣ୍ଡାମାନକୁ ଆସିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।