ଜାତୀୟ

ସାମ୍ନାକୁ ଆସିଲା ଦିଲ୍ଲୀ କଂଗ୍ରେସର କନ୍ଦଳ

ସାମ୍ନାକୁ ଆସିଲା ଦିଲ୍ଲୀ କଂଗ୍ରେସର କନ୍ଦଳ । ଲୋକସଭା ନିର୍ବାଚନ ଲଢୁଥିବା ଯୁବ ନେତା କହ୍ନୈୟା କୁମାରଙ୍କୁ ନିଜ ଦଳର କର୍ମୀ ହିଁ ବିରୋଧ କରିଛନ୍ତି ।

ଖାଲି ସେତିକି ନୁହେଁ, ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com