ଜାତୀୟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି। ଲାଞ୍ଚ ଦେଇଥିବା ମାମଲାକୁ ଭିତ୍ତି କରି ସବିଆଇ ଏଫଆଇଆର ରୁଜୁ କରିଛି।

ଏହି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଥିବା ସବୁଠାରୁ ବଡ଼ କମ୍ପାନୀ ଅଟେ। ଯିଏକି ୯୬୬ କୋଟି ଟଙ୍କାର ଚାନ୍ଦା ଦେଇଥିଲା। ବିଶେଷ କରି କ୍ଷମତାସୀନ ଭାଜପା ସରକାରଙ୍କୂ ୫୮୬ କୋଟି ଟଙ୍କା ଚାନ୍ଦା ଦେଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com